ଉପନ୍ୟାସ ପ୍ରବାସୀ ଲୋକାର୍ପିତ

ଶରତ ଚନ୍ଦ୍ର ମିଶ୍ରଙ୍କ ରଚିତ ଦେଶ ବିଭାଜନ ସମୟରେ ବାହାରେ ରହିଯାଇଥିବା ଓଡିଆ ପରିବାରର ସଂପର୍କ ଓ ସଂଘର୍ଷ କାହାଣୀକୁ ନେଇ ତାଙ୍କର ସପ୍ତମ ଉପନ୍ୟାସ ପ୍ରବାସୀ

Read more