ରାଜ୍ୟ ପାଇବେ ୩୬ହଜାର କୋଟି

ନୂଆଦିଲ୍ଲୀ: ସାମ୍ପ୍ରତିକ କୋଭିଡ-19 ପରିସ୍ଥିତି କାରଣରୁ ରାଜ୍ୟ ସରକାରମାନଙ୍କ ସମ୍ବଳ ବାଧାପ୍ରାପ୍ତ ହୋଇଥିବା ବେଳେ ଖର୍ଚ୍ଚ ପାଇଁ ସେମାନଙ୍କୁ ଅର୍ଥରାଶିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର 2019ରୁ ଫେବୃଆରୀ 2020 ଅବଧି ପାଇଁ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ 36,400 କୋଟି ଟଙ୍କା ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଏପ୍ରିଲ-ନଭେମ୍ବର 2019 ଅବଧି ପାଇଁ ଜିଏସଟି କ୍ଷତିପୂରଣ ବାବଦକୁ 1,15,096 କୋଟି ଟଙ୍କାର କ୍ଷତିପୂରଣ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇସାରିଛି ।

Spread the love

Leave a Reply

Your email address will not be published. Required fields are marked *