ଦେଶରେ ଲକଡାଉନ୍ ୪.୦ ଲାଗୁ ହେବ ନୂଆ ରୂପରେ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ୧୭ତାରିଖ ପରେ ବି ଦେଶରେ ଲକଡାଉନ୍ ଲାଗୁ ରହିବ । ଲକଡାଉନ୍ ୪.୦ ନୂଆ ରୂପରେ ଆସିବ । ଲକଡାଉନ୍ ଚତୁର୍ଥ ପର୍ଯ୍ୟାୟ ସମ୍ପୂର୍ଣ୍ଣ ଭାବେ ନୂଆ ରଙ୍ଗ ରୂପରେ ଆସିବ ।

ବିଭିନ୍ନ ରାଜ୍ୟ ସହ କଥା ହେବା ପରେ ନୂଆ ନିଷ୍ପତ୍ତି ନିଆଯାଇଛି । ମେ ୧୮ ପୂର୍ବରୁ ଭାରତବାସୀଙ୍କୁ ଏ ବାବଦରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *